୨୦ବର୍ଷ ପରେ ପୁଣିଥରେ ଆମେରିକାରେ ‘ମଙ୍କିପକ୍ସ’ ଭୂତାଣୁ ଚିହ୍ନଟ

କରୋନା ଭଳି ନିଶ୍ୱାସରେ ଶରୀରକୁ କରିଥାଏ ପ୍ରବେଶ ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି। ସାରା ବିଶ୍ୱ ଏବେ କରୋନା ଭଳି ଭୂତାଣୁ ସହ ଲଢ଼ୁଥିବା ବେଳେ ‘ମଙ୍କିପକ୍ସ’କୁ ନେଇ ଏବେ ଲୋକଙ୍କ ଚିନ୍ତା ବଢିଛି। … Continue reading ୨୦ବର୍ଷ ପରେ ପୁଣିଥରେ ଆମେରିକାରେ ‘ମଙ୍କିପକ୍ସ’ ଭୂତାଣୁ ଚିହ୍ନଟ